ଦେଶର ମୁଦ୍ରାସ୍ଫୀତି ହାର ୪% ଲକ୍ଷ୍ୟ ଆଡକୁ ଗତି କରୁଛି – ଆରବିଆଇ ମୁଖ୍ୟ

ଡେସ୍କ: ଭାରତର ମୁଦ୍ରାସ୍ଫିତି କେନ୍ଦ୍ରୀୟ ବ୍ୟାଙ୍କର ସ୍ଥିରୀକୃତ ୪% ଲକ୍ଷ୍ୟ ହାସଲ ଆଡକୁ ଅଗ୍ରସର ହେଉଥିବା ବେଳେ ଅଭିବୃଦ୍ଧି ଆଶା ଦୃଢ଼ ରହିଛି ବୋଲି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୁଖ୍ୟ ଶକ୍ତିକାନ୍ତ ଦାସ କହିଛନ୍ତି। ବିଶ୍ୱ ଅର୍ଥନୈତିକ ଫୋରମର ବାର୍ଷିକ ବୈଠକରେ ସେ ଏହି ବିଷୟ ପ୍ରକାଶ କରିଛନ୍ତି। ମୋଦୀ ସରକାରଙ୍କ ନୀତି ସହଯୋଗୀ ଦେଶକୁ ଲାଭ ଦେଇଛି – ଆମେରିକା ଶ୍ରୀ ଦାସ କହିଛନ୍ତି, ମୁଦ୍ରାସ୍ଫୀତି ନିୟନ୍ତ୍ରଣକୁ ଆସିଛି ଏବଂ ନିର୍ଦ୍ଧାରିତ ୨%ରୁ ୬% … Continue reading ଦେଶର ମୁଦ୍ରାସ୍ଫୀତି ହାର ୪% ଲକ୍ଷ୍ୟ ଆଡକୁ ଗତି କରୁଛି – ଆରବିଆଇ ମୁଖ୍ୟ