ଭାରତର ସବୁଠୁ ଦାମୀ ଓକିଲ, ଜାଣନ୍ତୁ ଫିସ କେତେ?

ଡେସ୍କ: ଭାରତର ସବୁଠାରୁ ଦାମୀ ଓକିଲ ଥିଲେ ରାମ ଜେଠମାଲାନି। ଅପରାଧିକ ଏବଂ ସାମ୍ବିଧାନିକ ଆଇନ ବିଷୟରେ ଜାଣିଥିବା ଭାରତର ସବୁଠାରୁ ମହଙ୍ଗା ତଥା ପ୍ରସିଦ୍ଧ ଆଇନଜୀବୀ ଥିଲେ ଜେଠମାଲାନି। ସେ ୧୯୨୩ ମସିହା ସେପ୍ଟେମ୍ବର ୧୪ରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ରାଜନେତା ଭାବରେ ଭାରତର ସବୁଠାରୁ ପ୍ରସିଦ୍ଧ ଓକିଲ ଥିଲେ। ତାଙ୍କୁ ସୁପ୍ରିମକୋର୍ଟର ସବୁଠାରୁ ମହଙ୍ଗା ଏବଂ ସର୍ବୋତ୍ତମ ଆଇନଜୀବୀ ଭାବରେ ବିବେଚନା କରାଯାଏ। ଥରେ କୋର୍ଟକୁ ଆସିବା ପାଇଁ ସେ ୨୦ରୁ ୨୫ … Continue reading ଭାରତର ସବୁଠୁ ଦାମୀ ଓକିଲ, ଜାଣନ୍ତୁ ଫିସ କେତେ?