ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ: ଭାରତୀୟ ସାମ୍ୱାଦିକ ମୃତ

ନୂଆଦିଲ୍ଲୀ: ଆମେରିକାର ନ୍ୟୁୟର୍କରେ ଥିବା ଏକ ଆପାର୍ଟମେଣ୍ଟରେ ଭୟାବୟ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଜଣେ ୨୭ ବର୍ଷୀୟ ଭାରତୀୟ ସାମ୍ୱାଦିକଙ୍କର ମୃତ୍ୟୁ ଘଟିଛି । ଅଗ୍ନିକାଣ୍ଡରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି। ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଉଛି। ମୃତ ସାମ୍ବାଦିକଙ୍କ ନାଁ ଫାଜିଲ୍ ଖାନ୍ ବୋଲି ଜଣାପଡିଛି। ଫାଜିଲ୍‌ଙ୍କ ପରିବାର ଏବଂ ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରାଯାଉଛି। ଖୁବ୍ ଶୀଘ୍ର ତାଙ୍କ ମୃତ ଶରୀରକୁ ଭାରତକୁ ପଠାଯିବାର ବ୍ୟବସ୍ଥା କରାଯାଉଛି। … Continue reading ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ: ଭାରତୀୟ ସାମ୍ୱାଦିକ ମୃତ