ସ୍ପିନ୍‌ ଜାଲରେ ଛନ୍ଦିହେଲା ଇଂଲଣ୍ଡ, ଫାଇନାଲରେ ଭାରତ

ପ୍ରୋଭିଡେନ୍‌ସ: ଭାରତ ଚଳିତ ଟ୍ବେଣ୍ଟି୨୦ ବିଶ୍ବକପ୍‌ର ଫାଇନାଲରେ ପ୍ରବେଶ କରିଛି। ଶନିବାର ଫାଇନାଲରେ ଦକ୍ଷିଣ ଆଫ୍ରିକାର ମୁକାବିଲା କରିବ ଭାରତ। ଗୁରୁବାର ୨ୟ ସେମିଫାଇନାଲ ମ୍ୟାଚ୍‌ରେ ସ୍ପିନରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଇଂଲଣ୍ଡକୁ ସହଜରେ ୬୮ ରନ୍‌ରେ ଭାରତ ପରାସ୍ତ କରିଛି। ଏହି ଦୁଇ ପୂର୍ବତନ ଚମ୍ପିଆନ୍‌ଙ୍କ ମଧ୍ୟରେ ମୁକାବିଲାରେ ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବଙ୍କ ଦର୍ଶନୀୟ ଇନିଂସ ବଳରେ ପ୍ରଥମେ ବ୍ୟାଟିଂକରି ଭାରତ ୭ ୱିକେଟ୍‌ରେ ୧୭୧ ରନ୍‌ କରିଥିଲା। ପରେ ଭାରତୀୟ ସ୍ପିନର … Continue reading ସ୍ପିନ୍‌ ଜାଲରେ ଛନ୍ଦିହେଲା ଇଂଲଣ୍ଡ, ଫାଇନାଲରେ ଭାରତ