ସମାଜ ଡିଜିଟାଲ ଡେସ୍କ: ଚେନ୍ନାଇରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ବିଜୟୀ ହୋଇଛି। ଭ୍ରମଣକାରୀ ବାଂଲାଦେଶ ଦଳକୁ ଟିମ ଇଣ୍ଡିଆ ୨୮୦ରେ ପରାଜିତ କରିଛି। ଫଳରେ ୩ ମ୍ୟାଚ ବିଶିଷ୍ଟ ଶୃଙ୍ଖଳରେ ଭାରତ ୧-୦ରେ ଆଗୁଆ ହୋଇଛି। ଟସ ଜିତି ବାଂଲାଦେଶ ଦଳ ବୋଲିଂ ନିଷ୍ପତ୍ତି ନେଇଥିଲା। ଟିମ ଇଣ୍ଡିଆ ପ୍ରଥମ ପାଳିରେ ୩୭୬ ରନରେ ଅଲଆଉଟ ହୋଇଥିଲା। ପ୍ରାରମ୍ଭିକ ବିପର୍ଯ୍ୟୟ ସତ୍ବେ ରବିଚନ୍ଦ୍ରନ ଅଶ୍ଵିନୀ, ରବୀନ୍ଦ୍ର ଜାଡେଜା ଏବଂ ଯଶଶ୍ଵୀ ଜୟସଓ୍ବାଲଙ୍କ ଲଢ଼ୁଆ ବ୍ୟାଟିଂ … Continue reading ଭାରତ ଜିତିଲା ପ୍ରଥମ ଟେଷ୍ଟ
Copy and paste this URL into your WordPress site to embed
Copy and paste this code into your site to embed