ଭାରତ କରିବ ମହାକାଶରେ ଘର – ଚନ୍ଦ୍ରଯାନ ସଫଳତା ପରେ ମହାକାଶରେ ଇସ୍ରୋ ସ୍ଥାପନ କରିବ…

ନୂଆଦିଲ୍ଲୀ – ଚନ୍ଦ୍ରଯାନ-୩ ଏବଂ ଆଦିତ୍ୟ ଏଲ୍‌-୧ର ସଫଳତା ପରେ ଏବେ ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା ଇସ୍ରୋ ମହାକାଶରେ ଆଉ ଏକ ସ୍ୱତନ୍ତ୍ରକାର୍ଯ୍ୟ କରିବା ପାଇଁ ଯାଉଛି । ଗଗନ ଯାନରେ ମହାକାଶକୁ ମାନବ ପଠାଇବ ଇସ୍ରୋ । କେବଳ ଏତିକି ନୁହେଁ ମହାକାଶରେ ଏକ ସ୍ପେସ୍‌ ଷ୍ଟେସନ୍‌ ବା ଅନ୍ତରୀକ୍ଷ ଷ୍ଟେସନ୍‌ ସ୍ଥାପନ କରିବ । ଏଥିରେ ବୈଜ୍ଞାନିକମାନେ ରହି ବିଭିନ୍ନ ପ୍ରକାରର ଗବେଷଣା କରିପାରିବେ । ଏହି ସ୍ପେସ୍‌ ଷ୍ଟେସନ୍‌କୁ ଭାରତ ୨୦୨୮ … Continue reading ଭାରତ କରିବ ମହାକାଶରେ ଘର – ଚନ୍ଦ୍ରଯାନ ସଫଳତା ପରେ ମହାକାଶରେ ଇସ୍ରୋ ସ୍ଥାପନ କରିବ…