ପାକିସ୍ତାନ ଉପରେ ପ୍ରହାରର ଦୃଶ୍ୟ, ୧୪୦ କୋଟି ଲୋକଙ୍କ ହୃଦୟକୁ ଛୁଇଁବା ଭଳି ଭିଡିଓ

ନୂଆଦିଲ୍ଲୀ : ଭାରତର ‘ଅପରେସନ୍‌ ସିନ୍ଦୂର’ ପରେ ବିଳିବିଳି ହେଉଛି ପାକିସ୍ତାନ। ପାକିସ୍ତାନ ଜମ୍ମୁ-କାଶ୍ମୀର, ଅମୃତସର ସହିତ ରାଜସ୍ଥାନର ବର୍ଡର ନିକଟରେ ଥିବା ସହରକୁ ଟାର୍ଗେଟ କରିବାକୁ ଚେଷ୍ଟା କରିଛି । ପାକିସ୍ତାନ ଗତ ୨୪ ଘଣ୍ଟାରେ ୨୬ଟି ସ୍ଥାନରେ ଆକ୍ରମଣ କରିବାକୁ ଚେଷ୍ଟା କରିଛି । ଏହାପରେ ଭାରତ ପକ୍ଷରୁ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏଲଓସିରେ ଅନେକ ସ୍ଥାନରେ ଗୁଳି ବିନିମୟ ଜାରି ରହିଛି । ଏହା ମଧ୍ୟରେ ପାକିସ୍ତାନ ଗଣମାଧ୍ୟମ … Continue reading ପାକିସ୍ତାନ ଉପରେ ପ୍ରହାରର ଦୃଶ୍ୟ, ୧୪୦ କୋଟି ଲୋକଙ୍କ ହୃଦୟକୁ ଛୁଇଁବା ଭଳି ଭିଡିଓ