ମାଇକ୍ରୋସଫ୍ଟ ବୈଷୟିକ ତ୍ରୁଟି, ପ୍ରଭାବିତ ହୋଇନି ଭାରତୀୟ ଅର୍ଥ ନେଣଦେଣ ବ୍ୟବସ୍ଥା

ଡେସ୍କ: ମାଇକ୍ରୋସଫ୍ଟରେ ଦେଖାଦେଇଥିବା ବୈଷୟିକ ତ୍ରୁଟି ଯୋଗୁଁ ଭାରତୀୟ ଅର୍ଥ ନେଣଦେଣ ବ୍ୟବସ୍ଥା ମୋଟାମୋଟି ଭାବେ ପ୍ରଭାବିତ ହୋଇ ନ ଥିବା ଜଣାପଡ଼ିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ଏନେଇ ସୂଚନା ଦେଇ କହିଛି, ୧୦ଟି ବ୍ୟାଙ୍କ୍‌ ଓ ଅଳ୍ପ କେତୋଟି ଆଥିର୍କ ପରିଚାଳନା ସଂସ୍ଥାର କାର୍ଯ୍ୟ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲେ ମଧ୍ୟ ପରେ ତାହା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ରହିଛି। ଦେଶର ଅଳ୍ପ କେତୋଟି ବ୍ୟାଙ୍କିଙ୍ଗ୍‌ ପ୍ରତିଷ୍ଠାନ କ୍ରାଉଡ୍‌ ଷ୍ଟ୍ରାଇକ୍‌ ସଫ୍ଟୱେୟାର ବ୍ୟବହାର କରୁଥିବା ଯୋଗୁଁ … Continue reading ମାଇକ୍ରୋସଫ୍ଟ ବୈଷୟିକ ତ୍ରୁଟି, ପ୍ରଭାବିତ ହୋଇନି ଭାରତୀୟ ଅର୍ଥ ନେଣଦେଣ ବ୍ୟବସ୍ଥା