କାମ୍ବୋଡ଼ିଆକୁ ବାଘ ଦେବ ଭାରତ

ନୂଆଦିଲ୍ଲୀ : ଚଳିତବର୍ଷ ନଭେମ୍ବର ସୁଦ୍ଧା କାମ୍ବୋଡ଼ିଆକୁ ପ୍ରଥମ ଦଫାରେ ୪ଟି ମହାବଳ ବାଘ ରପ୍ତାନି କରିବ ବୋଲି ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। ୨୦୧୬ରୁ କାମ୍ବୋଡିଆରେ ବାଘ ବଂଶ ବିଲୁପ୍ତ ହୋଇସାରିଛି। ତେଣୁ ବାଘ ବଂଶ ପୁଣିଥରେ ବୃଦ୍ଧି କରିବା ଲକ୍ଷ୍ୟରେ କାମ୍ବୋଡିଆକୁ ବାଘ ପଠାଇବାକୁ ଭାରତକୁ ଅନୁରୋଧ କରାଯାଇଛି। ୨୦୨୨ ନଭେମ୍ବରରେ ଏହି ମର୍ମରେ ଭାରତ ଓ କାମ୍ବୋଡିଆ ମଧ୍ୟରେ ଏକ ରାଜିନାମା ମଧ୍ୟ ସ୍ବାକ୍ଷରିତ ହୋଇସାରିଛି। କିଛି ଦିନ ପୂର୍ବେ କାମ୍ବୋଡିଆରେ ଅବସ୍ଥାପିତ … Continue reading କାମ୍ବୋଡ଼ିଆକୁ ବାଘ ଦେବ ଭାରତ