ନିର୍ଭରଯୋଗ୍ୟ ଓ ସ୍ଥାୟୀ ଅର୍ଥନୀତିର ଦେଶ ହେଉଛି ଭାରତ

ଡେସ୍କ: ବିଶ୍ୱ ଅର୍ଥନୈତିକ ଫୋରମର ବାର୍ଷିକ ବୈଠକରେ ଭାରତ ନିଜକୁ ଏକ ନିର୍ଭରଯୋଗ୍ୟ ରାଷ୍ଟ୍ର ଏବଂ ସ୍ଥାୟୀ ଅର୍ଥନୀତି ଭାବରେ ଉପସ୍ଥାପନ କରିଛି। ପାଞ୍ଚ ଦିନିଆ ବିଶ୍ୱ ଅର୍ଥନୈତିକ ଫୋରମ୍ ବୈଠକ ଗତକାଲି ସ୍ୱିଜରଲ୍ୟାଣ୍ଡର ଡାଭୋସରେ ଶେଷ ହୋଇଛି। ଦେଶର ବଢୁଥିବା ଅର୍ଥନୀତି ସହିତ ଦୃଢ଼ ସମ୍ବନ୍ଧ ସମ୍ପର୍କରେ ଭାରତ ବିଶ୍ୱସ୍ତରୀୟ ନେତାଙ୍କ ନିକଟରେ ନିଜର ପକ୍ଷ ଉପସ୍ଥାପନ କରିଛି। ଏହି ବୈଠକରେ ତିନି ଜଣ କେନ୍ଦ୍ର ମନ୍ତ୍ରୀ ଏବଂ ବିଭିନ୍ନ ରାଜ୍ୟରୁ ଆସିଥିବା ପ୍ରତିନିଧିମାନେ ଭାରତର … Continue reading ନିର୍ଭରଯୋଗ୍ୟ ଓ ସ୍ଥାୟୀ ଅର୍ଥନୀତିର ଦେଶ ହେଉଛି ଭାରତ