ଏଫଆଇଏଚ୍ ମହିଳା ହକି ପ୍ରୋ ଲିଗ୍: ଅଷ୍ଟ୍ରେଲିଆକୁ ୧-୦ ଗୋଲରେ ପରାସ୍ତ କଲା ଭାରତ

ଡେସ୍କ: ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯାଇଥିବା ଏଫଆଇଏଚ୍ ମହିଳା ହକି ପ୍ରୋ ଲିଗରେ ଭାରତ ଅଷ୍ଟ୍ରେଲିଆକୁ ୧-୦ ଗୋଲରେ ପରାସ୍ତ କରି ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ବିଜୟ ହାସଲ କରିଛି। ଖେଳର ପ୍ରଥମାର୍ଦ୍ଧ ପରେ ଉଭୟ ଦଳ ୦-୦ଗୋଲରେ ଆଗୁଆ ରହି ପରସ୍ପରର ଗୋଲ୍ ପ୍ରୟାସକୁ ବିଫଳ କରିଥିଲେ। ଭାରତ ପକ୍ଷରୁ ବନ୍ଦନା କଟାରିଆ ପ୍ରଥମ ଗୋଲ୍ ଦେଇଥିଲେ। Related Posts କମଳା ହାରିସ୍ ରାଷ୍ଟ୍ରପତି ପ୍ରାର୍ଥୀ: କହିଲେ… Jul 27, 2024 ଆଜି ଭାରତ-ଶ୍ରୀଲଙ୍କା … Continue reading ଏଫଆଇଏଚ୍ ମହିଳା ହକି ପ୍ରୋ ଲିଗ୍: ଅଷ୍ଟ୍ରେଲିଆକୁ ୧-୦ ଗୋଲରେ ପରାସ୍ତ କଲା ଭାରତ