ନିର୍ବାଚନୀ ବଣ୍ଡ ଯୋଜନା – ଦାତା ଓ ଗ୍ରହୀତାଙ୍କ ତଥ୍ୟ ଦେବ ଷ୍ଟେଟ ବ୍ୟାଙ୍କ

ଡେସ୍କ: ରାଜନୈତିକ ପାଣ୍ଠି ପାଇଁ ଦେଶରେ ଚାଲିଥିବା ନିର୍ବାଚନୀ ବଣ୍ଡ ଯୋଜନାକୁ ଆଜି ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟର ପାଞ୍ଚ ଜଣିଆ ଖଣ୍ଡପୀଠ କହିଛନ୍ତି ଯେ ଏହି ଯୋଜନା ନାଗରିକଙ୍କ ସୂଚନା ଅଧିକାରର ଉଲ୍ଲଂଘନ କରୁଛି। କୋର୍ଟ ଭାରତୀୟ ଷ୍ଟେଟ୍ ବ୍ୟାଙ୍କକୁ ତୁରନ୍ତ ଇଲେକ୍ଟୋରାଲ ବଣ୍ଡ ପ୍ରଦାନ ବନ୍ଦ କରିବା ସହ ରାଜନୈତିକ ଦଳଗୁଡ଼ିକୁ ମିଳିଥିବା ଚାନ୍ଦା ସମ୍ପର୍କରେ ନିର୍ବାଚନ କମିଶନଙ୍କୁ ଅବଗତ କରିବାକୁ କହିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ କଳାଧନକୁ ରୋକିବା ଏବଂ ଦାତାଙ୍କ … Continue reading ନିର୍ବାଚନୀ ବଣ୍ଡ ଯୋଜନା – ଦାତା ଓ ଗ୍ରହୀତାଙ୍କ ତଥ୍ୟ ଦେବ ଷ୍ଟେଟ ବ୍ୟାଙ୍କ