କାମକୁ ନୁହନ୍ତି ସେଲିବ୍ରିଟି ସାଂସଦ

ସମାଜ: ସପ୍ତଦଶ ଲୋକସଭାର କାର୍ଯ୍ୟକାଳ ଆପାତତଃ ଶେଷ ହୋଇଛି। ଅଷ୍ଟାଦଶ ଲୋକସଭା ପାଇଁ ନିର୍ବାଚନର ଦୁନ୍ଦୁଭି ବାଜିଲାଣି। ସବୁ ରାଜନୈତିକ ଦଳ ବିଜୟଯୋଗ୍ୟ ପ୍ରାର୍ଥୀ ସନ୍ଧାନରେ ବ୍ୟସ୍ତ। ରାଜନୀତିର ପାଣିପାଗ ବୁଝନ୍ତୁ ନବୁଝନ୍ତୁ, ମତଦାତାଙ୍କୁ ଆକୃଷ୍ଟ କରିପାରୁଥିବା ବ୍ୟକ୍ତିଙ୍କୁ ପ୍ରାର୍ଥୀ କଲେ ବିଜୟ ସମ୍ଭାବନା ଅଧିକ। ଏହି ବିଚାରରେ ସେଲିବ୍ରିଟିମାନଙ୍କୁ ବିଭିନ୍ନ ଦଳ ପ୍ରାର୍ଥୀ କରିଥାନ୍ତି। ସେମାନଙ୍କ ମଧ୍ୟରୁ ଅନେକ ବିଜୟୀ ହୋଇଥାନ୍ତି ମଧ୍ୟ। କିନ୍ତୁ ଜନତାଙ୍କ ପ୍ରତିନିଧି ଭାବେ ଲୋକସଭା ବା ବିଧାନସଭାରେ ପ୍ରବେଶ କରିବା … Continue reading କାମକୁ ନୁହନ୍ତି ସେଲିବ୍ରିଟି ସାଂସଦ