ଭାରତ -ବାଂଲାଦେଶ ଟି ଟ୍ୱେଣ୍ଟିରେ ରେକର୍ଡ

ଭୁବନେଶ୍ୱର/ହାଇଦ୍ରାବାଦ (ସମାଜଡିଜିଟାଲ୍‌ ଡେସ୍କ)- ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଟି ଟ୍ୱେଣ୍ଟି ଶୃଙ୍ଖଳାକୁ ଭାରଚ ୩-୦ ରେ ଜିତି ଯାଇଛି । ଭାରତୀୟ ଦଳ ଏହି ମ୍ୟାଚରେ ବିଜୟୀ ହେବା ସହ ଅନେକ ରେକର୍ଡ କରିଛି । ଭାରତୀୟ ଦଳ ୨୯୭ ରନ୍‌ କରିଥିଲା । ଯାହା ଭାରତୀୟ ଦଳର ଟି ଟେଣ୍ଟିରେ ସର୍ବାଧିକ ସ୍କୋର । ବାଂଲାଦେଶ ଦଳ ଏହାର ଜବାବରେ ୭ ଓ୍ୱିକେଟ୍‌ ହରାଇ ୧୬୪ ରନ୍‌ କରିଥିଲା । ରବି ବିଷ୍ଣୋଇ … Continue reading ଭାରତ -ବାଂଲାଦେଶ ଟି ଟ୍ୱେଣ୍ଟିରେ ରେକର୍ଡ