ଭାରତ-ଇଂଲଣ୍ଡ ଟେଷ୍ଟ: ଭାରତ ୨୧୯/୭, ଇଂଲଣ୍ଡ ୩୫୩

ଡେସ୍କ: ରାଞ୍ଚିର ଜେଏସସିଏ ଷ୍ଟାଡିୟମରେ ଚାଲିଥିବା ଚତୁର୍ଥ ଟେଷ୍ଟର ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଇଂଲଣ୍ଡ ବିପକ୍ଷରେ ଭାରତ ୭ ୱିକେଟ୍ ହରାଇ ୨୧୯ ରନ୍ କରିଛି। ଇଂଲଣ୍ଡ ଆଜି ସକାଳେ ନିଜର ପ୍ରଥମ ଇନିଂସ୍ ଆରମ୍ଭ କରି ୩୫୩ ରନରେ ଅଲଆଉଟ୍ ହୋଇଯାଇଥିଲା। ଇଂଲଣ୍ଡ ପୂର୍ବରୁ ୭ ୱିକେଟ୍ ହରାଇ ୩୦୨ ରନ୍ କରିଥିବା ବେଳେ ମାତ୍ର ୫୧ ରନ୍ ଯୋଡ଼ି ପାରିଥିଲେ। ଇଂଲଣ୍ଡ ପକ୍ଷରୁ ଜୋ ରୁଟ୍ ୧୨୨ ରନ୍ କରିଥିବା ବେଳେ ଓଲି … Continue reading ଭାରତ-ଇଂଲଣ୍ଡ ଟେଷ୍ଟ: ଭାରତ ୨୧୯/୭, ଇଂଲଣ୍ଡ ୩୫୩