ବିବାହ ମାମଲାରେ ଇମ୍ରାନଙ୍କୁ ଆଶ୍ଵସ୍ତି

ଇସଲମାବାଦ: ବେଆଇନ ଭାବେ ବିବାହ କରିଥିବା ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ସ୍ଥାନୀୟ ଏକ ଅଦାଲତରୁ ଆଶ୍ବସ୍ତି ମିିଳିଛି। ଇସ୍‌ଲାମିକ ଆଇନ ଉଲ୍ଲଙ୍ଘନ କରି ବୁସରା ବିବିଙ୍କୁ ଇମ୍ରାନ ବିବାହ କରିଥିବାରୁ ଏକ ନିମ୍ନ ଅଦାଲତରେ ତାଙ୍କୁ ୭ ବର୍ଷ ସଜା ହୋଇଥିଲା। ଏହା ବିରୋଧରେ ଇମ୍ରାନ ଇସଲାମାବାଦ ଅତିରିକ୍ତ ଜିଲା ଓ ଦୌରା ଅଦାଲତରେ ଆବେଦନ କରିଥିଲେ। ମାମଲାର ଶୁଣାଣି କରି ବିଚାରପତି ଅଫଜଲ ମାକେଜା ନିମ୍ନ ଅଦାଲତର ରାୟକୁ ଖାରଜ କରି … Continue reading ବିବାହ ମାମଲାରେ ଇମ୍ରାନଙ୍କୁ ଆଶ୍ଵସ୍ତି