ଇମ୍ରାନ ହେଉଛନ୍ତି ଲୋକପ୍ରିୟ ପୋଷ୍ଟର ବୟ – ହିନା ରବ୍ବାନୀ ଖାର

ଡେସ୍କ: ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ହିନା ରବ୍ବାନୀ ଖାର ଇମ୍ରାନ ଖାନଙ୍କୁ ‘ଲୋକପ୍ରିୟତାର ପୋଷ୍ଟର ବୟ’ ବୋଲି ଅଭିହିତ କରି କହିଛନ୍ତି ଯେ ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଦେଶର ଜନସାଧାରଣଙ୍କୁ ‘ଅନ୍ୟାୟ’ ବିରୋଧରେ ଏକାଠି କରିବାରେ ସକ୍ଷମ ହୋଇଥିଲେ, କିନ୍ତୁ କ୍ଷମତାରେ ଥିବା ସମୟରେ ସେମାନଙ୍କୁ ‘ବାଟ ଦେଖାଇ ଦେବା’ ପାଇଁ ତାଙ୍କର କୌଣସି ଯୋଜନା ନଥିଲା। ଆଗାମୀ ମାସରେ ‘ହନୁମାନ’ ଆଣିବ ରିଲାଏନ୍ସ ଜର୍ମାନୀର ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସ ଅବସରରେ ଏକ ଡିଜିଟାଲ … Continue reading ଇମ୍ରାନ ହେଉଛନ୍ତି ଲୋକପ୍ରିୟ ପୋଷ୍ଟର ବୟ – ହିନା ରବ୍ବାନୀ ଖାର