କ୍ୟୁଏସ୍ ବିଶ୍ୱ ମାନ୍ୟତାରେ ଆଇଆଇଟି ବମ୍ବେ ପ୍ରଥମ ଭାରତୀୟ ଅନୁଷ୍ଠାନ

ଡେସ୍କ: ଭାରତୀୟ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ ବମ୍ବେ (ଆଇଆଇଟି ବମ୍ବେ) ଚଳିତ ବର୍ଷ କ୍ୱାକ୍ୱାରେଲି ସାଇମଣ୍ଡସ୍ (କ୍ୟୁଏସ୍) ବିଶ୍ୱ ବିଶ୍ୱବିଦ୍ୟାଳୟ ମାନ୍ୟତାରେ ପ୍ରଥମ ଭାରତୀୟ ଅନୁଷ୍ଠାନ ଭାବେ ସ୍ଥାନ ପାଇଛି। ପ୍ରଥମ ଥର ପାଇଁ ଆଇଆଇଟି ବମ୍ବେ ଶ୍ରେଷ୍ଠ ୧୨୫ ମଧ୍ୟରେ ସ୍ଥାନ ପାଇଥିବା ବେଳେ ଆଇଆଇଟି ବମ୍ବେ ୧୧୮ତମ ସ୍ଥାନ ହାସଲ କରିଛି। ଏହାର ମୋଟ ସ୍କୋର ୧୦୦ରୁ ୫୬.୩ ରହିଛି। ଗତବର୍ଷ ଏହି ଅନୁଷ୍ଠାନ ୧୪୯ତମ ସ୍ଥାନରୁ ଉଲ୍ଲେଖନୀୟ ଉନ୍ନତି ହାସଲ କରିଛି। ଆଜି … Continue reading କ୍ୟୁଏସ୍ ବିଶ୍ୱ ମାନ୍ୟତାରେ ଆଇଆଇଟି ବମ୍ବେ ପ୍ରଥମ ଭାରତୀୟ ଅନୁଷ୍ଠାନ