ମାନବିକ ସହାୟତାରେ ବାଧା ସୃଷ୍ଟି ନ କରିବାକୁ ଇସ୍ରାଏଲକୁ ନିର୍ଦ୍ଦେଶ

ଡେସ୍କ: ଅନ୍ତର୍ଜାତୀୟ ନ୍ୟାୟାଳୟ ଗାଜାରେ ଅନାହାର ରୋକିବା ପାଇଁ ଗାଜାକୁ ମାନବିକ ସହାୟତାରେ ବାଧା ସୃଷ୍ଟି ନ କରିବାକୁ ଇସ୍ରାଏଲକୁ ନିର୍ଦ୍ଦେଶ ଦେଇଛନ୍ତି। କିଛି ସପ୍ତାହ ମଧ୍ୟରେ ଗାଜାରେ ଦୁର୍ଭିକ୍ଷ ଭଳି ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କାକୁ ଦୃଷ୍ଟିରେ ରଖି ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ଏହି ଆଶଙ୍କା ପ୍ରକାଶ ପାଇଛି। ଗୁଳି ଫୁଟାଇ ଦିବାଲୋକରେ ଦମ୍ପତିଙ୍କ ଠାରୁ ଲୁଟ୍‌‌ Related Posts ଆଜି ଫୁଲବାଣୀ ଆସିବେ … Continue reading ମାନବିକ ସହାୟତାରେ ବାଧା ସୃଷ୍ଟି ନ କରିବାକୁ ଇସ୍ରାଏଲକୁ ନିର୍ଦ୍ଦେଶ