ଆଇସଲ୍ୟାଣ୍ଡରେ ଆଗ୍ନେୟଗିରି ବିସ୍ଫୋରଣ, ଜରୁରୀକାଳୀନ ପରିସ୍ଥିତି ଘୋଷଣା

ଡେସ୍କ: ଆଇସଲ୍ୟାଣ୍ଡର ରେଜେନ୍ସ ଉପଦ୍ୱୀପରେ ଆଗ୍ନେୟଗିରି ବିସ୍ଫୋରଣ ପରେ ଦକ୍ଷିଣ ଆଇସଲାଣ୍ଡରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ଗତ ଡିସେମ୍ବର ପରଠାରୁ ଉପଦ୍ୱୀପରେ ଏହା ହେଉଛି ଚତୁର୍ଥ ଆଗ୍ନେୟଗିରି ବିସ୍ଫୋରଣ। ଏହି ବିସ୍ଫୋରଣ ଯୋଗୁଁ ବିପୁଳ ପରିମାଣର ଧୂଆଁ ଓ ଲାଭା ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ବ୍ଲୁ ଲାଗୁନ୍ ସମେତ ଆଖପାଖ ଅଞ୍ଚଳକୁ ଖାଲି କରାଯାଇଛି। ତେବେ ଆଇସଲାଣ୍ଡର କେଫାଲଭିକ ସମେତ ଅନ୍ୟ ବିମାନବନ୍ଦରରେ ବିମାନ ଚଳାଚଳ ସ୍ୱାଭାବିକ ରହିଛି। ଟ୍ବେଣ୍ଟି୨୦ … Continue reading ଆଇସଲ୍ୟାଣ୍ଡରେ ଆଗ୍ନେୟଗିରି ବିସ୍ଫୋରଣ, ଜରୁରୀକାଳୀନ ପରିସ୍ଥିତି ଘୋଷଣା