ଆଇସିସି ଟି-ଟ୍ୱେଣ୍ଟି କ୍ରିକେଟ ବିଶ୍ୱକପ୍‌‌ – ୫ ୱିକେଟ୍‌‌ରେ ସ୍କଟ୍‌‌ଲାଣ୍ଡକୁ ପରାସ୍ତ କଲା ଅଷ୍ଟ୍ରେଲିଆ

ଡେସ୍କ: ଆଇସିସି ଟି-ଟ୍ୱେଣ୍ଟି କ୍ରିକେଟ ବିଶ୍ୱକପ୍‌‌ରେ ଆଜି ଅଷ୍ଟ୍ରେଲିଆ ୫ ୱିକେଟ୍‌‌ରେ ସ୍କଟ୍‌‌ଲାଣ୍ଡକୁ ପରାସ୍ତ କରିଛି। ଆଜି ଭାରତୀୟ ସମୟ ସକାଳ ୬ଟାରେ ଏହି ମ୍ୟାଚ ସେଣ୍ଟ ଲୁଇସିଆର ଗ୍ରସ ଆଇଶଲେଟ ଡାରେନ ସାମୀ ନେସନାଲ କ୍ରିକେଟ ଷ୍ଟାଡିଅମରେ ଆରମ୍ଭ ହୋଇଥିଲା। ଟସ୍‌‌ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ସ୍କଟଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍‌‌ ବିନିମୟରେ ୧୮୦ ରନ୍‌‌ କରିଥିଲା। ଏହାର ଜବାବରେ ଅଷ୍ଟ୍ରେଲିଆ … Continue reading ଆଇସିସି ଟି-ଟ୍ୱେଣ୍ଟି କ୍ରିକେଟ ବିଶ୍ୱକପ୍‌‌ – ୫ ୱିକେଟ୍‌‌ରେ ସ୍କଟ୍‌‌ଲାଣ୍ଡକୁ ପରାସ୍ତ କଲା ଅଷ୍ଟ୍ରେଲିଆ