ଜାଣନ୍ତୁ ; କୁକୁରକୁ କାହିଁକି ଚାକିରି ଦେଲା କମ୍ପାନୀ, ଆଶ୍ଚର୍ଯ୍ୟ କରିବ କାରଣ..

ନୂଆଦିଲ୍ଲୀ : ସୋସିଆଲ ମିଡିଆ ଦୁନିଆରେ କେତେବେଳେ କେଉଁ ଘଟଣା ଦେଖିବାକୁ ମିଳିବ ତାହା କହିବା ମୁସ୍କିଲ। ବେଳେ ବେଳେ ଏମିତି ଫଟୋ ଦେଖିବାକୁ ମିଳେ ଯାହା ବିଶ୍ୱାସ କରି ହେବ ନାହିଁ। ଏବେ ଏଭଳି ହିଁ ଏକ ଫଟୋ ଶେୟାର କରାଯାଇଛି, ଯାହାକୁ ଦେଖି ନିଶ୍ଚୟ ଚମକି ପଡିବେ। ମନରେ ପ୍ରଶ୍ନ ମଧ୍ୟ ଆସିବ ସତରେ କ’ଣ ଏମିତି ହୋଇପାରେ?ଯଦି ଆପଣଙ୍କୁ କୁହାଯିବ ଏକ କୁକୁରକୁ ଚୌକିଦାର ଚାକିରି ମିଳିଛି। କ’ଣ ବିଶ୍ୱାସ କରିବେ କି? … Continue reading ଜାଣନ୍ତୁ ; କୁକୁରକୁ କାହିଁକି ଚାକିରି ଦେଲା କମ୍ପାନୀ, ଆଶ୍ଚର୍ଯ୍ୟ କରିବ କାରଣ..