ପତିଙ୍କର ଦୀର୍ଘାୟୁ, ଶନି ସାଢେସାତିରୁ ମିଳିବ ମୁକ୍ତି, ବାସ୍ ଆପଣାନ୍ତୁ ଏହି ସରଳ ଉପାୟ..

ଅଖଣ୍ଡ ସୌଭାଗ୍ୟର କାମନା କରି ସଧବା ମହିଳାମାନେ ଜୁନ୍ ୬ର ଜ୍ୟେଷ୍ଠ କୃଷ ଅମାବାସ୍ୟାରେ ସାବିତ୍ରୀ ବ୍ରତ ପାଳନ କରୁଛନ୍ତି। ଏହି ଦିନ ମହିଳାମାନେ ପୂଜା କରି ଦେବୀ ସାବିତ୍ରୀଙ୍କୁ ସ୍ମରଣ କରି ପୂଜା କରି ଥାଆନ୍ତି। ଏହି ବ୍ରତ ପାଳନ କରିବା ଦ୍ୱାରା ମହିଳାଙ୍କୁ ସୌଭାଗ୍ୟ, ପାପନାଶକ, ଦୁଃଖ ନାଶକ ଓ ଧନସମ୍ପତ୍ତି ପ୍ରାପ୍ତି ହୋଇଥାଏ। ଏହାସହ ଆଜି ସାବିତ୍ରୀ ବ୍ରତ ସହ ଶନି ଜୟନ୍ତୀ ମଧ୍ୟ। ଏହା ପ୍ରତ୍ୟେକ ବର୍ଷ ଜ୍ୟେଷ୍ଠ ମାସର ଅମାବାସ୍ୟାରେ … Continue reading ପତିଙ୍କର ଦୀର୍ଘାୟୁ, ଶନି ସାଢେସାତିରୁ ମିଳିବ ମୁକ୍ତି, ବାସ୍ ଆପଣାନ୍ତୁ ଏହି ସରଳ ଉପାୟ..