ସବୁଦିନ ୧୦୦ ଥର ଫୋନ୍‌ କଲେ ବୋଲି ; ସ୍ୱାମୀଙ୍କୁ ଥାନାରେ ଭର୍ତ୍ତି କଲା ସ୍ତ୍ରୀ

ନୂଆଦିଲ୍ଲୀ : ନିଜ ଜୀବନସାଥୀଙ୍କୁ ଅଣଦେଖା କରିବା ଭୁଲ୍‌ । କାରଣ ଏହାଦ୍ୱାରା ସମ୍ପର୍କ ଉପରେ କୁପ୍ରଭାବ ପଡିଥାଏ । ମାତ୍ର ଆବଶ୍ୟକତା ଠାରୁ ଅଧିକ ଯତ୍ନନେବା ବେଳେ ବେଳେ ସମସ୍ୟା ସୃଷ୍ଟି କରିଥାଏ । ଏଭଳି ହିଁ ଏକ ଘଟଣା ଜାପାନରୁ ଆସିଥିବା ଜଣାପଡିଛି । ଜାପାନର ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ଦିନ ମଧ୍ୟରେ ପ୍ରାୟ ୧୦୦ ଥର ଫୋନ୍‌ କରିଛନ୍ତି । କେବଳ ଏତିିକି ନୁହେଁ,ମହିଳା ଜଣକ ଫୋନ୍‌ କଲ୍‌ର ଜବାବ ନଦେବାରୁ … Continue reading ସବୁଦିନ ୧୦୦ ଥର ଫୋନ୍‌ କଲେ ବୋଲି ; ସ୍ୱାମୀଙ୍କୁ ଥାନାରେ ଭର୍ତ୍ତି କଲା ସ୍ତ୍ରୀ