ମଙ୍ଗଳଗ୍ରହରେ ଶହଶହ କଳା ବୁଢିଆଣୀ ନା ଆଉ କିଛି ; ବୈଜ୍ଞାନିକ କହିଲେ ଏମିତି..

ନୂଆଦିଲ୍ଲୀ : ମଙ୍ଗଳଗ୍ରହର ଏକ ଫଟୋ ବର୍ତ୍ତମାନ ବୈଜ୍ଞାନିକମାନଙ୍କୁ ଚିନ୍ତାରେ ପକାଇବା ସହ ଆଶ୍ଚର୍ଯ୍ୟ କରିଛି। ଏହି ଫଟୋ ୟୁରୋପିଆନ୍ ସ୍ପେସ୍ ଏଜେନ୍ସୀ (ESA )ର ଏକ୍ସୋମାର୍ସ ଟ୍ରେସ୍ ଗ୍ୟାସ୍ ଅର୍ବିଟରରେ ଥିବା କଲର ଆଣ୍ଡ ଷ୍ଟେରିଓ ସରଫେସ୍ ଇମେଜିଂ ସିଷ୍ଟମ। ଉତ୍ତୋଳନ କରିଥିବା ସୂଚନା ମିଳିଛି। ଫଟୋରେ ଲକ୍ଷ ଲକ୍ଷ ବୁଢିଆଣୀ ନଜର ଆସିଛନ୍ତି। ଅନ୍ୟ ଗ୍ରହରେ ଜୀବନ ସମ୍ଭବ ହୋଇନଥିବା ବେଳେ ମଙ୍ଗଳ ଗ୍ରହର ଏହି ଫଟୋ ଚକିତ କରିଛି। ଏହି ଫଟୋ ସୋସିଆଲ … Continue reading ମଙ୍ଗଳଗ୍ରହରେ ଶହଶହ କଳା ବୁଢିଆଣୀ ନା ଆଉ କିଛି ; ବୈଜ୍ଞାନିକ କହିଲେ ଏମିତି..