ବଜାରକୁ ଆସିବ ନୂଆ ଇଲେକ୍ଟ୍ରିକ୍ କାର୍, ଥରେ ଚାର୍ଜ କଲେ ଯିବ ୭୦୦ କି.ମି.

ନୂଆଦିଲ୍ଲୀ : ଚାଇନାର ଟେଲିକମ୍ କମ୍ପାନୀ Huawei ଏବେ ଇଲେକ୍ଟ୍ରିକ୍ କାର୍ କ୍ଷେତ୍ରରେ ମଧ୍ୟ ନିଜ ଦବଦବା ଆରମ୍ଭ କରୁଛି । କମ୍ପାନୀ ଚାଇନାର ଗାଡି ନିର୍ମାତା କମ୍ପାନୀ ଚନଗନ୍ ଅଟୋ ଓ ସିଏଟିଏଲ୍ ସହ ମିଶି ଏକ ନୂଆ କାର୍ ବ୍ରାଣ୍ଡ୍ ଅବତାର୍ ନିର୍ମାଣ କରିଛି । ଏଥିପାଇଁ ପ୍ରସ୍ତୁତ କମ୍ପାନୀ ଅବତାର ପ୍ରଯୁକ୍ତିବିଦ୍ୟା ନିଜ ପ୍ରଥମ ଇଲେକ୍ଟ୍ରିକ୍ କାର ଅବତାର ୧୨ରୁ ମଧ୍ୟ ପରଦା ଉଠାଇଛି । ଏହି କାରର ଖାସ୍ ଫିଚର ହେଉଛି … Continue reading ବଜାରକୁ ଆସିବ ନୂଆ ଇଲେକ୍ଟ୍ରିକ୍ କାର୍, ଥରେ ଚାର୍ଜ କଲେ ଯିବ ୭୦୦ କି.ମି.