‘ଓ୍ବାର-୨’ ଶୁଟିଂ ସେଟ୍‌ରୁ ଲିକ୍ ହେଲା ଫଟୋ, ପ୍ରଶଂସକ କହିଲେ ଶହେ ଏନଟିଆରଙ୍କୁ ଖାଇଯିବେ ହ୍ରିତିକ୍‌

ମୁମ୍ବଇ: ହ୍ରିତିକ୍‌ ରୋଶନ ଓ ଟାଇଗର ଶ୍ରଫଙ୍କ ‘ଓ୍ବାର’ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଥିଲା। ଏବେ ପାଳି ‘ଓ୍ବାର-୨’ର, ଯାହାକୁ ନେଇ ପ୍ରଶଂସକ ବେଶ୍ ଉତ୍ସାହିତ ଅଛନ୍ତି। ଏହାର କାରଣ ହେଉଛି ଏଥିରେ ହ୍ରିତିକ୍‌ଙ୍କ ସହ ଜୁନିୟର ଏନଟିଆର୍‌ ନଜର ଆସିବେ। ପ୍ରଥମ ଥର ପାଇଁ ଉଭୟଙ୍କୁ ପରଦାରେ ଏକାଠି ଦେଖିବାକୁ ମିଳିବ। ତେବେ ନିକଟରେ ଶୁଟିଂ ସେଟ୍‌ରୁ ହ୍ରିତିକ୍‌ ଓ ଜୁନିୟର ଏନଟିଆରଙ୍କର କିଛି ଫଟୋ ସାମ୍ନାକୁ ଆସିଛି। ଏହାକୁ ଦେଖି ପ୍ରଶଂସକଙ୍କ ଉତ୍ସାହ … Continue reading ‘ଓ୍ବାର-୨’ ଶୁଟିଂ ସେଟ୍‌ରୁ ଲିକ୍ ହେଲା ଫଟୋ, ପ୍ରଶଂସକ କହିଲେ ଶହେ ଏନଟିଆରଙ୍କୁ ଖାଇଯିବେ ହ୍ରିତିକ୍‌