ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି
ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ ପ୍ରାୟତଃ ସଭିଁଏ ପସନ୍ଦ କରିଥାନ୍ତି । କିନ୍ତୁ ଯେତେବେଳେ ଘରେ ଏହାକୁ ତିଆରି କରିବାର କଥା ଆସେ, ଦୋସା ପାଇଁ ଏକ ସ୍ୱତନ୍ତ୍ର ପ୍ୟାନ୍ ଏବଂ ଇଡିଲି ପାଇଁ ଏକ ମେକର୍ ଆବଶ୍ୟକ ହୁଏ। କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ଯେପରି ଦୋସା ଲୁହା ପ୍ୟାନ୍ରେ ତିଆରି କରାଯାଏ, ସେହିପରି ଇଡିଲି ତିଆରି କରିବାର ଏକ ଉପାୟ ଅଛି? ଇଡିଲି ତିଆରି କରିବା … Continue reading ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି
Copy and paste this URL into your WordPress site to embed
Copy and paste this code into your site to embed