୧୦୦ ବର୍ଷ ବଞ୍ଚିବା ପାଇଁ ଖାଆନ୍ତୁ ମଟନ୍‌‌!

ସଭିଏଁ ଇଚ୍ଛା କରନ୍ତି, ସେମାନେ ଦୀର୍ଘାୟୁ ହୁଅନ୍ତୁ। ମାତ୍ର ବର୍ତ୍ତମାନ ସମୟରେ ଲୋକେ ନିଜ ଜୀବନଶୈଳୀ ଓ ଖାଦ୍ୟପେୟ କାରଣରୁ ଅଧିକାଂଶ ଲୋକେ ରୋଗଗ୍ରସ୍ତ ହେଉଛନ୍ତି। ହୃଦଘାତ କାରଣରୁ କମ୍‌‌ ବୟସରେ ମଧ୍ୟ ଜୀବନ ଚାଲି ଯାଉଛି। ପୂର୍ବ କାଳରେ ଲୋକେ ଦୀର୍ଘାୟୁ ହେଉଥିଲେ। ତେବେ ଦୀର୍ଘାୟୁ ହେବା ପାଇଁ ତଥା ୧୦୦ ବର୍ଷ ବଞ୍ଚିବା ପାଇଁ ନିଜ ଖାଦ୍ୟରେ କିଛି ସ୍ୱତନ୍ତ୍ର ଜିନିଷ ସାମିଲ କରନ୍ତୁ। ଜାଣନ୍ତୁ.. ମାଂସକୁ ନିଜ ଖାଦ୍ୟରେ ସାମିଲ କରିବା ଦ୍ୱାରା … Continue reading ୧୦୦ ବର୍ଷ ବଞ୍ଚିବା ପାଇଁ ଖାଆନ୍ତୁ ମଟନ୍‌‌!