ଚାଟଜିପିଟି ଭଳି ମେଟା ଆଣିଲା AI ଚାଟବୋଟ୍: କଥା ହେବ, ଜବାବ ଦେବ

ନୂଆଦିଲ୍ଲୀ : ଯେବେ ଚାଟଜିପିଟି ଆସିଥିଲା ସେବେ ସମସ୍ତଙ୍କୁ ଚକିତ କରିଥିଲା । ଏହା ସମସ୍ତଙ୍କ ପ୍ରଶ୍ନର ଉତ୍ତର ଦେଇପାରୁଥିଲା, ଗଣିତ ପ୍ରଶ୍ନର ସମାଧାନ କରିପାରୁଥିଲା ଏବଂ ଆହୁରି ବହୁତ କିଛି କରୁଥିଲା । ଏବେ ମେଟା ମଧ୍ୟ ଆଉ ପଛରେ ପଡିନି । ହ୍ବାଟ୍ସଆପ୍ ପାଇଁ ନିଜର କୃତ୍ରିମ ବୁଦ୍ଧିମତା ଚାଟବୋଟ୍ ନେଇଆସିଛି ମେଟା । ମେଟା ଏଆଇ ଏମିତି ଏକ ଚାଟବୋଟ୍ ଯାହା ଆପଣଙ୍କ ସହ ଆଲୋଚନା କରିବ, ଆପଣଙ୍କ ପ୍ରଶ୍ନର ଉତ୍ତର ଦେବ … Continue reading ଚାଟଜିପିଟି ଭଳି ମେଟା ଆଣିଲା AI ଚାଟବୋଟ୍: କଥା ହେବ, ଜବାବ ଦେବ