କଖାରୁରୁ ପ୍ରସ୍ତୁତ କରନ୍ତୁ ଫେସପ୍ୟାକ୍‌‌ ଓ ସ୍କ୍ରବ୍‌‌: ଏମିତି ହେବ ଆପଣଙ୍କ ତ୍ୱଚା

ସମାଜ ଡିଜିଟାଲ ଡେସ୍କ: କଖାରୁ ଖାଇବାକୁ ଅନେକ ଲୋକଙ୍କୁ ଭଲ ଲାଗିନଥାଏ। ହେଲେ ସବୁ ଋତୁରେ ଏହା ଉପଲବ୍ଧ ହୋଇଥାଏ। ଯଦି ଆପଣ ଏହାକୁ ଖାଇବାକୁ ପସନ୍ଦ କରୁନାହାଁନ୍ତି ତେବେ ତ୍ୱଚାରେ ବ୍ୟବହାର କରିବା ଦ୍ୱାରା ତ୍ୱଚା ଚମକିଥାଏ। କଖାରୁ ଖାଇବା ଦ୍ୱାରା ଅନେକ ରୋଗରୁ ଉପଶମ ମିଳିବା ସହିତ ଆପଣଙ୍କ ସ୍କିନ୍‌‌ ଚିକ୍କଣ ହୋଇଥାଏ। ବିଶେଷ କରି ଗ୍ରୀଷ୍ମ ଋତୁରେ କଖାରୁରୁ ଏକ ଫେସ୍‌‌ପ୍ୟାକ୍‌‌ ପ୍ରସ୍ତୁତ କରି ତ୍ୱଚାରେ ଲଗାନ୍ତୁ। ଏହାଦ୍ୱାରା ଗ୍ରୀଷ୍ମ ଋତୁରେ ତ୍ୱଚାରେ … Continue reading କଖାରୁରୁ ପ୍ରସ୍ତୁତ କରନ୍ତୁ ଫେସପ୍ୟାକ୍‌‌ ଓ ସ୍କ୍ରବ୍‌‌: ଏମିତି ହେବ ଆପଣଙ୍କ ତ୍ୱଚା