ଜାଣନ୍ତି କି କେତେ ତାପମାତ୍ରା ସହ୍ୟ କରିପାରିବ ମନୁଷ୍ୟ ଶରୀର; ୫୦ ଡିଗ୍ରୀ ପାର୍ ହେଲା ମାନେ..

ନୂଆଦିଲ୍ଲୀ : ଦେଶର ଅଧିକାଂଶ ରାଜ୍ୟରେ ଭୀଷଣ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ମେ’ ୧୬ ରୁ ହିଁ ଉତ୍ତର-ପଶ୍ଚିମ ଭାରତରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଏହି ସ୍ଥିତି ଲାଗି ରହି ପାରେ। ଏହା ମଧ୍ୟରେ ମଧ୍ୟପ୍ରଦେଶର ୨୦ ଜିଲାରେ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ ପାର୍ କରିଛି। ସେହିପରି ୪ ଜିଲା ନିବାଡି, ଦତିଆ, ଖଜୁରାହୋ ଓ ରିବାରେ ମଙ୍ଗଳବାର ତାପମାତ୍ରା ୪୮ ଡିଗ୍ରୀ ସେଲସିୟସରୁ ଅଧିକ … Continue reading ଜାଣନ୍ତି କି କେତେ ତାପମାତ୍ରା ସହ୍ୟ କରିପାରିବ ମନୁଷ୍ୟ ଶରୀର; ୫୦ ଡିଗ୍ରୀ ପାର୍ ହେଲା ମାନେ..