ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କଲା ରାଜ୍ୟ ଗୃହରକ୍ଷୀ ମହାସଂଘ

ଭୁବନେଶ୍ୱର : ରାଜ୍ୟର ଗୃହରକ୍ଷୀମାନଙ୍କ ଦୀର୍ଘଦିନର ସମସ୍ୟାକୁ ନେଇ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସହିତ ଆଲୋଚନା କରିଛି ରାଜ୍ୟ ଗୃହରକ୍ଷୀ ମହାସଂଘ। ୧୯୬୧ ମସିହା ଗୃହରକ୍ଷୀ ଆଇନ ଓ ୧୯୬୨ ନିୟମାବଳୀରେ ବ୍ୟାପକ ସଂଶୋଧନ ଆଣିବା, ଅକ୍ଜ୍ୟୁଲାରୀ ଫାୟାର ଫୋର୍ସ ଗଠନ କରିବା, ସାମାଜିକ ସ୍ୱାସ୍ଥ୍ୟବୀମା ଲାଗୁ କରିବା, ଗୃହରକ୍ଷୀ ଉଚ୍ଛେଦ ପ୍ରକ୍ରିୟାକୁ ପ୍ରତ୍ୟାହାର କରିବା, ୨୦୧୩ ଏବଂ ୨୦୧୮ ମସିହାରେ ଛଟେଇ କରାଯାଇଥିବା … Continue reading ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କଲା ରାଜ୍ୟ ଗୃହରକ୍ଷୀ ମହାସଂଘ