ଦେଶରେ ବୃଦ୍ଧି ପାଉଛି ଏଚ୍‌ଏମ୍‌ପିଭି ଭୂତାଣୁ ; ଆଉ ୨ ଚିହ୍ନଟ, ମୋଟ ସଂକ୍ରମିତ ୮

ମୁମ୍ବାଇ : ଚୀନରେ କାୟା ମେଲାଉଥିବା ଏଚ୍‌ଏମ୍‌ପିଭି ଭୂତାଣୁ ଭାରତରେ ଧିରେ ଧିରେ ବ୍ୟାପିବା ଆରମ୍ଭ କଲାଣି । ଗତ ୨ ଦିନ ମଧ୍ୟରେ ବଢି ଚାଲୁଛି ସଂକ୍ରମିତଙ୍କ ସଂଖ୍ୟା । କର୍ଣ୍ଣାଟକ ଓ ଗୁଜରାଟ ପରେ ମହାରାଷ୍ଟ୍ରର ନାଗପୁରରେ ମଧ୍ୟ ଏଚ୍‌ଏମ୍‌ପିଭି ଭୂତାଣୁରେ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ୬ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଏବେ ଏହି ସଂଖ୍ୟା ୮କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ରୁର ନାଗପୁରରେ ମଙ୍ଗଳବାର ଚିହ୍ନଟ … Continue reading ଦେଶରେ ବୃଦ୍ଧି ପାଉଛି ଏଚ୍‌ଏମ୍‌ପିଭି ଭୂତାଣୁ ; ଆଉ ୨ ଚିହ୍ନଟ, ମୋଟ ସଂକ୍ରମିତ ୮