ଜଣେ ନୁହେଁ ଭାରତରେ ୨ ଜଣ ଏଚ୍ଏମ୍ପିଭି ସଂକ୍ରମିତ ଚିହ୍ନଟ
ନୂଆଦିଲ୍ଲୀ : ଚୀନରେ ବ୍ୟାପିଥିବା ନୂଆ ଭୂତାଣୁ ଭାରତରେ ମୁଣ୍ଡ ଟେକିବା ସହ ଚିନ୍ତାର କାରଣ ପାଲଟିଲାଣି। ଭାରତରେ ଏହି ଭୂତାଣୁ ଚିହ୍ନଟ ହେବା ସହ ଏଚ୍ଏମ୍ପିଭି ସଂକ୍ରମଣରେ ଜଣେ ନୁହେଁ ବରଂ ୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଜଣେ ୮ମାସର ଶିଶୁ ପୁତ୍ର ଓ ୩ ମାସର ଶିଶୁ କନ୍ୟା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଉଭୟଙ୍କୁ ହସ୍ପିଟାଲରେ କ୍ୱାରେଣ୍ଟାଇନ୍ରେ ରଖାଯାଇଛି। କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି, ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମଆର) କର୍ଣ୍ଣାଟକରେ … Continue reading ଜଣେ ନୁହେଁ ଭାରତରେ ୨ ଜଣ ଏଚ୍ଏମ୍ପିଭି ସଂକ୍ରମିତ ଚିହ୍ନଟ
Copy and paste this URL into your WordPress site to embed
Copy and paste this code into your site to embed