ହିନ୍ଦୁ ନବବର୍ଷ ; ମଙ୍ଗଳ ରାଜା,ଶନି ମହାମନ୍ତ୍ରୀ, ଦେଶରେ ପଡିକ କି ପ୍ରଭାବ..

ହିନ୍ଦୁ ପଞ୍ଜିକା ଅନୁସାରେ ଚୈତ୍ର ଶୁକ୍ଳ ପ୍ରତିପଦା ଦିନ ହିନ୍ଦୁ ନବବର୍ଷ। ଚଳିତ ବର୍ଷ ମଙ୍ଗଳବାର ୯ ଏପ୍ରିଲ ୨୦୨୪ରେ ମଧ୍ୟ ଚୈତ୍ର ନବରାତ୍ରୀ ଆରମ୍ଭ ହେବ। ମାନ୍ୟତା ଅନୁଯାୟୀ, ହିନ୍ଦୁ ନବବର୍ଷରେ ରାଜା ଓ ମହାମନ୍ତ୍ରୀ ମଧ୍ୟ ଏହି ଦିନ ନିଶ୍ଚିତ ହୋଇ ଥାଆନ୍ତି। ପ୍ରାଚୀନ ମାନ୍ୟତା ଅନୁଯାୟୀ, ହିନ୍ଦୁ ନବବର୍ଷ ଯେଉଁ ଦିନ ପ୍ରାରମ୍ଭ ହେବ, ସେହି ଦିନ ଯେଉଁ ବାର ହୋଇଥାଏ ସେହି ବାରର ସ୍ୱାମୀ ହିଁ ରାଜା ବୋଲି କୁହାଯାଏ। ହିନ୍ଦୁ … Continue reading ହିନ୍ଦୁ ନବବର୍ଷ ; ମଙ୍ଗଳ ରାଜା,ଶନି ମହାମନ୍ତ୍ରୀ, ଦେଶରେ ପଡିକ କି ପ୍ରଭାବ..