ଏଠି ମୃତ୍ୟୁ ପରେ ପିଲାମାନେ ପାଲଟିଯା’ନ୍ତି ଗଛ? ରହସ୍ୟ ଜାଣି ହେବେ ଆଶ୍ଚର୍ଯ୍ୟ

ଡେସ୍କ: ଦୁନିଆର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରୀତିନୀତି ଏବଂ ପରମ୍ପରା ରହିଛି। ଆଜି ବି ଅନେକ ଜନଜାତି ଅଛନ୍ତି, ଯେଉଁମାନେ ହଜାର ହଜାର ବର୍ଷର ପୁରୁଣା ପରମ୍ପରାକୁ ମାନି ଚଳୁଛନ୍ତି। ତେବେ ଏପରି ଅନେକ ପରମ୍ପରା ଅଛି, ଯାହା ବିଷୟରେ ଜାଣି ଯେ କେହି ଆଶ୍ଚର୍ଯ୍ୟ ହେବେ। ଆଜି ଆମେ ଆପଣଙ୍କୁ ଏପରି ଏକ ଜାତି ଏବଂ ତାଙ୍କ ଅଦ୍ଭୁତ ପରମ୍ପରା ବିଷୟରେ କହିବାକୁ ଯାଉଛୁ। ଏହି ଜନଜାତି ଇଣ୍ଡୋନେସିଆରେ ବସବାସ କରନ୍ତି। ଏହି ପରମ୍ପରା … Continue reading ଏଠି ମୃତ୍ୟୁ ପରେ ପିଲାମାନେ ପାଲଟିଯା’ନ୍ତି ଗଛ? ରହସ୍ୟ ଜାଣି ହେବେ ଆଶ୍ଚର୍ଯ୍ୟ