ବଢୁଛି ତାତି – ସତର୍କ ରୁହନ୍ତୁ, ପରାମର୍ଶ ମାନନ୍ତୁ

ଡେସ୍କ: ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଆଜି ତାତି ୪୫ ଡିଗ୍ରୀ ଅତିକ୍ରମ କରିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ରାଜ୍ୟର ୧୩ଟି ସହରରେ ତାପମାତ୍ରା ୪୩ ଡ଼ିଗ୍ରୀରୁ ଅଧିକ ରେକର୍ଡ କରାଯାଇଥିବା ବେଳେ ୩୦ଟି ସହରରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରେକର୍ଡ କରାଯାଇଛି। ନୋକିଆର ମାର୍କେଟ ସେୟାର ୪୦%ରୁ ୩ % ପ୍ରତିଶତକୁ ହ୍ରାସପାଇବାର କାରଣ – ଜାଣନ୍ତୁ କାହିଁକି ଏବେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହକୁ … Continue reading ବଢୁଛି ତାତି – ସତର୍କ ରୁହନ୍ତୁ, ପରାମର୍ଶ ମାନନ୍ତୁ