ରାହୁଲ ଗାନ୍ଧିଙ୍କ ବିରୋଧରେ ମାନହାନି ମାମଲାର ଶୁଣାଣି ମେ’ ୨ ପର୍ଯ୍ୟନ୍ତ ସ୍ଥଗିତ

ଡେସ୍କ: ମହାରାଷ୍ଟ୍ରର ଥାନେ ଜିଲ୍ଲାର ଭିୱାଣ୍ଡିସ୍ଥିତ ଏକ ମାଜିଷ୍ଟ୍ରେଟ୍ କୋର୍ଟ ରାହୁଲ ଗାନ୍ଧିଙ୍କ ବିରୋଧରେ ହୋଇଥିବା ମାନହାନି ମାମଲାର ଶୁଣାଣିକୁ ମେ’ ୨ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଗାନ୍ଧୀଙ୍କ ଓକିଲ ନାରାୟଣ ଆୟର କହିଛନ୍ତି ଯେ ଏହି ପ୍ରସଙ୍ଗରେ ବମ୍ବେ ହାଇକୋର୍ଟରେ ୱାୟନାଡ ସାଂସଦଙ୍କ ଦ୍ୱାରା ଦାଖଲ କରାଯାଇଥିବା ଏକ ରିଟ୍ ପିଟିସନ ଏବେ ବି ବିଚାରାଧୀନ ଥିବା ଆଧାରରେ ମୁଲତବୀ ପାଇଁ ଆବେଦନ ଦାଖଲ କରାଯାଇଛି। ଅକ୍ଟୋବରରେ ନାସାର ୟୁରୋପା କ୍ଲିପର ମିଶନ ୨୦୧୪ … Continue reading ରାହୁଲ ଗାନ୍ଧିଙ୍କ ବିରୋଧରେ ମାନହାନି ମାମଲାର ଶୁଣାଣି ମେ’ ୨ ପର୍ଯ୍ୟନ୍ତ ସ୍ଥଗିତ