ଅତ୍ୟଧିକ ଝାଳ ବୋହିବା ଦେଇଥାଏ ଏହି ମାରାତ୍ମକ ରୋଗର ହେବାର ସଙ୍କେତ..

ଶରୀରରୁ ଝାଳ ବୋହିବା ସାଧାରଣ କଥା। ମାତ୍ର ଆବଶ୍ୟକତା ଠାରୁ ନିୟମିତ ଅଧିକ ଝାଳ ବୋହିବା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ବିଶେଷଜ୍ଞଙ୍କ ମତାନୁସାରେ ହାଇପରହିଡ୍ରୋସିସ୍ (Hyperhidrosis)ର ସଙ୍କେତ ହୋଇପାରେ। ଯାହା ଦ୍ୱାରା ହୃଦଘାତର ହେବାର ମଧ୍ୟ ଆଶଙ୍କା ଥାଏ। ଯଦି ଆପଣଙ୍କର ଆବଶ୍ୟକତା ଠାରୁ ଅଧିକ ଝାଳ ନିର୍ଗତ ହେଉଛି, ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଅତ୍ୟଧିକ ଝାଳ ବୋହିବା ଦ୍ୱାରା ଶରୀରରେ ଜଳୀୟ ଅଂଶର ଅଭାବ ହୋଇଥାଏ। ଏହାସହ ବ୍ରେନ୍ ଷ୍ଟ୍ରୋକ୍ … Continue reading ଅତ୍ୟଧିକ ଝାଳ ବୋହିବା ଦେଇଥାଏ ଏହି ମାରାତ୍ମକ ରୋଗର ହେବାର ସଙ୍କେତ..