ହୃଦଘାତରୁ ରକ୍ଷା ପାଇବାର ଉପାୟ; ନିୟମିତ କେତେ ଶିଢି ଚଢିଲେ ହେବନି ହୃଦଘାତ!

ଶାରିରୀକ ରୂପରେ ସକ୍ରିୟ ରହିବା ପାଇଁ ସୁସ୍ଥ ରହିବା ନିତାନ୍ତ ଜରୁରୀ । ଏଥିରେ କେବଳ ବ୍ୟାୟାମ, ଯୋଗ ସାମିଲ ନୁହେଁ ବରଂ ଦୈନନ୍ଦିନ ଜୀବନରେ କରୁଥିବା ଛୋଟ ଛୋଟ କାର୍ଯ୍ୟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ସେଭଳି ଅଭ୍ୟାସ ମଧ୍ୟରୁ ଗୋଟିଏ ହେଉଛି ଶିଢି ଚଢିବା । ଆଜ୍ଞା ହଁ କଥାଟା କାନକୁ ଭିନ୍ନ ଲାଗିଲେ ମଧ୍ୟ ସତ । ଶିଢି ଚଢିବା ଦ୍ୱାରା କେବଳ ମାଂସପେଶୀ ମଜଭୁତ ହୁଏ ନାହିଁ ବରଂ … Continue reading ହୃଦଘାତରୁ ରକ୍ଷା ପାଇବାର ଉପାୟ; ନିୟମିତ କେତେ ଶିଢି ଚଢିଲେ ହେବନି ହୃଦଘାତ!