ମହିଳାଙ୍କୁ ମିଳିବ ମାସିକ ୨୧ଶହ ଟଙ୍କା; ବଡ ଘୋଷଣା କଲା ବିଜେପି

ସମାଜ ଡିଜିଟାଲ ଡେସ୍କ: ସାଧାରଣ ଲୋକଙ୍କ ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର ଯୋଜନା କାର୍ଯ୍ୟକାରୀ କରାଯାଉଥିବା ବେଳେ ଏବେ ଆଉ ଏକ ବଡ ଘୋଷଣା କରାଯାଇଛି। ହରିୟାଣାରେ ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ସଂକଳ୍ପ ପତ୍ର ଜାରି କରି ମହିଳାଙ୍କ ପାଇଁ ବଡ ଘୋଷଣା କରିଛି। ସଂକଳ୍ପ ପତ୍ର ଅଧୀନରେ ମହିଳାମାନଙ୍କୁ ପ୍ରତି ମାସରେ ୨୧୦୦ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛି ଦଳ। ହରିୟାଣାରେ ପୁଣି ଥରେ ବିଜେପି କ୍ଷମତାକୁ ଆସିଲେ … Continue reading ମହିଳାଙ୍କୁ ମିଳିବ ମାସିକ ୨୧ଶହ ଟଙ୍କା; ବଡ ଘୋଷଣା କଲା ବିଜେପି