ରାସ୍ତା ଅବସ୍ଥା ଶୋଚନୀୟ ; ଶୀଘ୍ର ମରାମତି ପାଇଁ ଦାବି

ହରଭଙ୍ଗା :କେନ୍ଦ୍ରସରକାରଙ୍କ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଗ୍ରାମାଚଂଳ ରାସ୍ତାର ଉନ୍ନତିକରଣ ପାଇଁ ଏହି ମହତ୍ ଯୋଜନା କାର୍ଯ୍ୟକାରୀ କରାଗଲା। ଏହି ଯୋଜନାରେ ନିର୍ମାଣ ହୋଇଥିବା ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ପଂଚାୟତର ବେଲପଦର ପ୍ରଧାନମନ୍ତ୍ରୀ ସଡକ ଅବସ୍ଥା ବର୍ତମାନ ଶୋଚନୀୟ ହୋଇ ପଡିଛି। ଯାହାଫଳରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ହଜାର ହଜାର ଲୋକେ ଯାତାୟତ ପାଇଁ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ଅନ୍ୟପଟେ ରାସ୍ତାର ରକ୍ଷଣାବେବେକ୍ଷଣା କାର୍ଯ୍ୟ ୫ବର୍ଷ ମିଆଦି ରହିଥିଲେ ସୁଦ୍ଧା … Continue reading ରାସ୍ତା ଅବସ୍ଥା ଶୋଚନୀୟ ; ଶୀଘ୍ର ମରାମତି ପାଇଁ ଦାବି