ଦେଖନ୍ତୁ ଦୁର୍ଘଟଣାର ଛାତିଥରା ଭିଡିଓ ; ଲୋକଙ୍କ ଉପରେ ମାଡିଗଲା ଦ୍ରୁତଗତି କାର୍‌, ଜଣେ ମୃତ, ଅନେକ ଗୁରୁତର

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ହାପୁରରୁ ଛାତିଥରା ଘଟଣାର ଏକ ଭିଡିଓ ଏବେ ଦ୍ରୁତଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଏଠାରେ ଏକ ଦ୍ରୁତଗତି କାର୍‌ ସ୍ଥାନୀୟ ହୋଟେଲ ବାହାରେ ଠିଆ ହୋଇଥିବା କିଛି ଲୋକଙ୍କ ଉପରେ ଚଢାଇ ଦେଇଛି । ଏହି ଛାତିଥରା, ମର୍ମନ୍ତୁଦ ଦୁର୍ଘଟଣା ୯ ନମ୍ବର ଜାତୀୟ ରାଜପଥରେ ନିକଟରେ ଘଟିଛି । ହୋଟେଲ ବାହାରେ କିଛି ଲୋକେ ବସିଥିବା ବେଳେ କିଛି ଲୋକେ ଠିଆ ହୋଇ କଥାବାର୍ତ୍ତା … Continue reading ଦେଖନ୍ତୁ ଦୁର୍ଘଟଣାର ଛାତିଥରା ଭିଡିଓ ; ଲୋକଙ୍କ ଉପରେ ମାଡିଗଲା ଦ୍ରୁତଗତି କାର୍‌, ଜଣେ ମୃତ, ଅନେକ ଗୁରୁତର