କେଉଁ ସମୟରେ ହନୁମାନ ଚାଳିଶା ପାଠ କଲେ ମିଳେ କି ଲାଭ..

ପ୍ରତ୍ୟେକ ଦିନ ଘରେ ପ୍ରଭୁ ହନୁମାନଙ୍କ ଚାଳିଶା ସଭିଏଁ ନିଶ୍ଚୟ ପାଠ କରି ଥାଆନ୍ତି। ନିୟମିତ ପ୍ରଭୁ ହନୁମାନଙ୍କୁ ପୂଜା କଲେ ଜୀବନରେ ଥିବା ସମସ୍ୟା ଦୂର ହୋଇଥାଏ। କିଛି ଲୋକେ ବହି ନ ଦେଖି ମଧ୍ୟ ହନୁମାନ ଚାଳିଶା ପାଠ କରନ୍ତି। ଚୈତ ମାସ ପୂର୍ଣ୍ଣିମା ଦିନ ହନୁମାନ ଜୟନ୍ତୀ ପାଳନ କରାଯାଏ। ଏହି ଦିନ ପ୍ରଭୁ ହନୁମାନଙ୍କର ବିଧି ବିଧାନ ସହ ପୂଜାର୍ଚ୍ଚନା କରିବା ସହ ଚାଳିଶା ପାଠ କରିବା ଦ୍ୱାରା ବିଶେଷ କୃପା … Continue reading କେଉଁ ସମୟରେ ହନୁମାନ ଚାଳିଶା ପାଠ କଲେ ମିଳେ କି ଲାଭ..