ଇସ୍ରାଏଲ ଆକ୍ରମଣରେ ହମାସ୍କୁ ଶକ୍ତ ଧକ୍କା, ୧୫୦ ଆତଙ୍କବାଦୀ ମୃତ
ଜେରୁଜେଲମ୍ : ଇସ୍ରାଏଲ ସୈନ୍ୟମାନେ ଗାଜାରେ ହମାସ୍ ଆତଙ୍କବାଦୀ ଗୋଷ୍ଠୀର ୬ କିଲୋମିଟର ଦୀର୍ଘ ୮ଟି ଗୁପ୍ତ ସୁଡଙ୍ଗକୁ ଧ୍ବଂସ କରିଦେବା ସହିତ ସେମାନଙ୍କ ଆକ୍ରମଣରେ ହମାସ୍ ଓ ଅନ୍ୟ ଆତଙ୍କବାଦୀ ଗୋଷ୍ଠୀ ୧୫୦ରୁ ଅଧିକ ସଦସ୍ୟ ପ୍ରାଣ ହରାଇଛନ୍ତି। ଇସ୍ରାଏଲ ଆକ୍ରମଣରେ ଗୋଟିଏ ଥରରେ ଏତେ ସଂଖ୍ୟାରେ ହମାସ୍ ଆତଙ୍କବାଦୀ ପ୍ରାଣ ହରାଇବା ଏହା ଅନ୍ୟତମ ସର୍ବାଧିକ ବୋଲି କୁହାଯାଉଛି। ଉତ୍ତର ଗାଜାର ଶେଜାୟା ନିକଟବର୍ତ୍ତୀ ଅଞ୍ଚଳରେ ଇସ୍ରାଏଲ ଏହି ବଡଧରଣର ଆକ୍ରମଣ କରିଛି। ଆଇଡିଏଫ୍ … Continue reading ଇସ୍ରାଏଲ ଆକ୍ରମଣରେ ହମାସ୍କୁ ଶକ୍ତ ଧକ୍କା, ୧୫୦ ଆତଙ୍କବାଦୀ ମୃତ
Copy and paste this URL into your WordPress site to embed
Copy and paste this code into your site to embed