ମୋଦୀଙ୍କ କାର୍ଯ୍ୟାଳୟ ଟ୍ବିଟ୍ ପରେ ବଢିଲା ଏହି ସେୟାର ଦାମ୍

ନୂଆଦିଲ୍ଲୀ : ହିନ୍ଦୁସ୍ତାନ ଏୟରୋନୋଟିକ୍ସ ଲିମିଟେଡ୍(HAL)ର ସେୟାରରେ ମଙ୍ଗଳବାର ବୃଦ୍ଧି ଦେଖିବାକୁ ମିଳିଛି । ମଙ୍ଗଳବାର ସକାଳେ ଏଚଏଏଲର ସେୟାର ୨୬୦ ଟଙ୍କା ବୃଦ୍ଧି ସହିତ ୫୪୬୦ ଟଙ୍କାରେ ଖୋଲିଥିଲା । ଏହା ପରେ ସେୟାରରେ ତୀବ୍ର ଗତି ଦେଖିବାକୁ ମିଳିଥିଲା । ପ୍ରତିରକ୍ଷା ମନ୍ତ୍ରଣାଳୟ ତରଫରୁ ୧୫୬ ଲାଇଟ୍ କମ୍ବାଟ୍ ହେଲିକପ୍ଟରର ଚୁକ୍ତି ପରେ ଏଚଏଏଲର ସେୟାର ଦାମ୍ ବଢିଛି । ପ୍ରାୟ ୪୫ ହଜାର କୋଟି ଟଙ୍କାରେ ଏହି ଡିଲ୍ ହୋଇଛି । ପିଏମଓଙ୍କ … Continue reading ମୋଦୀଙ୍କ କାର୍ଯ୍ୟାଳୟ ଟ୍ବିଟ୍ ପରେ ବଢିଲା ଏହି ସେୟାର ଦାମ୍