ହାଇତିରେ ସଂଘର୍ଷ, ବୈଦେଶିକ ବିଭାଗ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍

ଡେସ୍କ: ହାଇତିରେ ସୃଷ୍ଟ ପରିସ୍ଥିତିକୁ ଦୃଷ୍ଟିରେ ରଖି ବୈଦେଶିକ ବିଭାଗ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। କଣ୍ଟ୍ରୋଲ ରୁମ୍ ସ୍ଥିତି ଉପରେ ନଜର ରଖିବା ସହ ସୂଚନା ଓ ସହାୟତା ପ୍ରଦାନ କରିବ। ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଆଜି ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଡୋମିନିକାନ୍ ରିପବ୍ଲିକ୍ର ସାଣ୍ଟୋ ଡୋମିଙ୍ଗୋରେ ଥିବା ଭାରତୀୟ ଦୂତାବାସ ମଧ୍ୟ ଏକ ଜରୁରୀକାଳୀନ ହେଲ୍ପଲାଇନ୍ ସ୍ଥାପନ କରିଛି। ସେ କହିଛନ୍ତି ଯେ ହାଇତିରେ ଭାରତୀୟ … Continue reading ହାଇତିରେ ସଂଘର୍ଷ, ବୈଦେଶିକ ବିଭାଗ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍