କେଶରେ ଲୁଚି ରହିଛି ବ୍ୟକ୍ତିଙ୍କ ରହସ୍ୟ, ଏମିତି ଜାଣନ୍ତୁ..

ଡେସ୍କ: ଆପଣ ଜାଣନ୍ତି କି, ଜଣେ ବ୍ୟକ୍ତିଙ୍କ ଚେହେରା, ଶରୀରର ଆକୃତି, କଥାବର୍ତ୍ତା, ଭାଷା ଶୈଳୀ, ଆଚାର-ବ୍ୟବହାର, ଏପରିକି ତାଙ୍କ କେଶରୁ ମଧ୍ୟ ତାଙ୍କ ପ୍ରକୃତି, ସ୍ୱଭାବ ଏବଂ ମନୋବୃତ୍ତି ବିଷୟରେ ଆକଳନ କରିହେବ। ଜ୍ୟୋତିଷ ଶାସ୍ତ୍ରର ପଣ୍ଡିତମାନଙ୍କ କହିବାନୁସାରେ, ବହୁମୁଖୀ ଜ୍ୟୋତିଷ ଶାସ୍ତ୍ର ଦ୍ବାରା ମଣିଷର ଭବିଷ୍ୟତ, ସ୍ବଭାବ, ପ୍ରବୃତ୍ତି ବିଷୟରେ ସବୁକିଛି ଜାଣିହେବ। ପ୍ରାଚୀନ ମୁନି-ଋଷୀମାନଙ୍କ ଦ୍ବାରା ଗ୍ରହ ନକ୍ଷତ୍ରର ପ୍ରଭାବ ସହିତ ବ୍ୟକ୍ତିଙ୍କ ହସ୍ତରେଖା, ପାଦ ରେଖା ଏବଂ ଶରୀରର ସମସ୍ତ ଅଙ୍ଗର … Continue reading କେଶରେ ଲୁଚି ରହିଛି ବ୍ୟକ୍ତିଙ୍କ ରହସ୍ୟ, ଏମିତି ଜାଣନ୍ତୁ..