ଲାଞ୍ଜିଆସୈାରା ଅଞ୍ଚଳରୁ ପ୍ରଥମ ଡାକ୍ତର ଛାତ୍ର

ଗୁଣପୁର: ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳର ଜଣେ ବଣ୍ଡା ଛାତ୍ର ଡାକ୍ତର ପାଠ ପଢିବା ପାଇଁ ନିଟ୍ ପରିକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସାରା ଓଡିଶାରେ ଚର୍ଚ୍ଚାରେ ରହିଥିବା ବେଳେ ବର୍ତମାନ ପୁଣି ବିରଳ ଜନଜାତି ଲାଞ୍ଜିଆସୈାରା ଅଞ୍ଚଳର ଜଣେ ଛାତ୍ର ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଅଞ୍ଚଳରେ ଚର୍ଚ୍ଚାରେ ରହିଛନ୍ତି। ଦେଖନ୍ତୁ ଭିଡିଓ ; ବଜାରରେ ମିଳୁଛି ବ୍ଲାକ୍‌ କୋବ୍ରା ମୋମୋ.. ରାୟଗଡା ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା। ଏହି ଜିଲ୍ଲାର ଗୁଣୁପୁର ବ୍ଲକ ପୁଟାସିଂ ଅଞ୍ଚଳରେ … Continue reading ଲାଞ୍ଜିଆସୈାରା ଅଞ୍ଚଳରୁ ପ୍ରଥମ ଡାକ୍ତର ଛାତ୍ର